Advertisment

ଦୁର୍ଘଟଣାରେ ଡାକ୍ତରଙ୍କ ସମେତ ୩ ମୃତ

ଯାଜପୁର: ଯାଜପୁର ବଡ଼ଚଣା ଥାନା ବନ୍ଦାଳ ନିକଟରେ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ  ମଧ୍ୟରେ ଅଛନ୍ତି ଜଣେ ଡାକ୍ତର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ। ମୃତ  ଡାକ୍ତର ନାଁ ପରେଶ ମହାପାତ୍ର। ସେ କଟକ ସିଟି ହସ୍ପିଟାଲରେ  କାର୍ଯ୍ୟରତ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଡାକ୍ତର ପରେଶ ଓ  ଫାର୍ମାସିଷ୍ଟ ଏକ ଭୋଜି ଖାଇ ଭୋଗରାଇରୁ କଟକ ଫେରୁଥିବା ବେଳେ ଏହି  ଦୁର୍ଘଟଣା ଘଟିଛି। ତେବେ ସେମାନଙ୍କ କାର କେଉଁ […]

author-image
Otv Khabar Bureau
ଦୁର୍ଘଟଣାରେ ଡାକ୍ତରଙ୍କ ସମେତ ୩ ମୃତ

accident

ଯାଜପୁର: ଯାଜପୁର ବଡ଼ଚଣା ଥାନା ବନ୍ଦାଳ ନିକଟରେ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ  ମଧ୍ୟରେ ଅଛନ୍ତି ଜଣେ ଡାକ୍ତର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ।

Advertisment

ମୃତ  ଡାକ୍ତର ନାଁ ପରେଶ ମହାପାତ୍ର। ସେ କଟକ ସିଟି ହସ୍ପିଟାଲରେ  କାର୍ଯ୍ୟରତ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଡାକ୍ତର ପରେଶ ଓ  ଫାର୍ମାସିଷ୍ଟ ଏକ ଭୋଜି ଖାଇ ଭୋଗରାଇରୁ କଟକ ଫେରୁଥିବା ବେଳେ ଏହି  ଦୁର୍ଘଟଣା ଘଟିଛି।

ତେବେ ସେମାନଙ୍କ କାର କେଉଁ ଗାଡ଼ି ସହ ଧକ୍କା  ହୋଇଛି ସେ ସମ୍ପର୍କରେ କିଛି ଜଣାପଡ଼ିନି।

Advertisment
Odisha Road Accident
Advertisment
Advertisment