Advertisment

୨ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ

ବାଲେଶ୍ୱର: ବାଲେଶ୍ୱର ବସ୍ତା ଥାନା ଭେଲୋରାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଟ୍ୟୁସନ ସାରି ଫେରୁଥିବାବେଳେ ୨ ଜଣ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ୨ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।  ବାଲେଶ୍ୱରରୁ ପଶ୍ଚିମବଂଗ ପଟକୁ ଯାଉଥିବା ଏକ ଟ୍ରକ ଦୁଇ ଛାତ୍ରୀଙ୍କ ଧକ୍କା ଦେବା ପୂର୍ବରୁ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ବାଇକକୁ ଧକ୍କା ଦେବା ପରେ ଯିବାକୁ ଚେଷ୍ଟା କରିବା ବେଳେ ୨ ଛାତ୍ରୀଙ୍କ ଉପରେ ମାଡିଯାଇଥିଲା […]

author-image
Otv Khabar Bureau
୨ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ

accident

ବାଲେଶ୍ୱର: ବାଲେଶ୍ୱର ବସ୍ତା ଥାନା ଭେଲୋରାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଟ୍ୟୁସନ ସାରି ଫେରୁଥିବାବେଳେ ୨ ଜଣ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ।

Advertisment

ଘଟଣାସ୍ଥଳରେ ୨ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।  ବାଲେଶ୍ୱରରୁ ପଶ୍ଚିମବଂଗ ପଟକୁ ଯାଉଥିବା ଏକ ଟ୍ରକ ଦୁଇ ଛାତ୍ରୀଙ୍କ ଧକ୍କା ଦେବା ପୂର୍ବରୁ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ବାଇକକୁ ଧକ୍କା ଦେବା ପରେ ଯିବାକୁ ଚେଷ୍ଟା କରିବା ବେଳେ ୨ ଛାତ୍ରୀଙ୍କ ଉପରେ ମାଡିଯାଇଥିଲା ଟ୍ରକ।

ମୋଟର ସାଇକେଲରେ ଥିବା ୩ ଜଣ ଆହତ ହୋଇଛନ୍ତି।  ସେମାନଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଦୁର୍ଘଟଣାର ପ୍ରତିବାଦ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।

Advertisment
Odisha Road Accident
Advertisment
Advertisment