Advertisment

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ୍‌; ୨ ମୃତ, ୬ ଗୁରୁତର

ଭବାନୀପାଟଣା: ଭବାନୀପାଟଣାରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏନଏଚ୍ ୨୬ ଲାଲପୋଲିଆ ପୋଲରୁ ରୁ ପ୍ରାୟ ୩୦ ଫୁଟ ତଳକୁ ଏକ ବସ୍‌ ଖସି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବସ୍‌ କଣ୍ଡକ୍ଟରଙ୍କ ସହ ଜଣେ ଶିଶୁ ଅଛନ୍ତି। ଦୁର୍ଘଟଣାରେ ୩୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ମାଣିକେଶ୍ୱରୀ ଟ୍ରାଭେଲ୍ସ ବସ୍‌ ଭାରସାମ୍ୟ ହରାଇ ଲାଲପୋଲିଆ ପୋଲରୁ ପ୍ରାୟ […]

author-image
Otv Khabar Bureau
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ୍‌; ୨ ମୃତ, ୬ ଗୁରୁତର

bus accident

ଭବାନୀପାଟଣା: ଭବାନୀପାଟଣାରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏନଏଚ୍ ୨୬ ଲାଲପୋଲିଆ ପୋଲରୁ ରୁ ପ୍ରାୟ ୩୦ ଫୁଟ ତଳକୁ ଏକ ବସ୍‌ ଖସି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ମୃତକଙ୍କ ମଧ୍ୟରେ ବସ୍‌ କଣ୍ଡକ୍ଟରଙ୍କ ସହ ଜଣେ ଶିଶୁ ଅଛନ୍ତି। ଦୁର୍ଘଟଣାରେ ୩୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ମାଣିକେଶ୍ୱରୀ ଟ୍ରାଭେଲ୍ସ ବସ୍‌ ଭାରସାମ୍ୟ ହରାଇ ଲାଲପୋଲିଆ ପୋଲରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲା। ମାଣିକେଶ୍ୱରୀ ବସ୍‌ଟି ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିଲା।

Advertisment
Bhawanipatna
Advertisment
Advertisment