Advertisment

ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ

ପୁରୀ: ପୁରୀରେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ। ମାଡ଼ ମାରିଥିବା ଅନ୍ୟତମ ଅଭିଯୁକ୍ତ ଡାକ୍ତରାଣୀଙ୍କ ଭାଇଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଡାକ୍ତରାଣୀ ଜଣକ ଅସୁସ୍ଥ ହେବାଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ମାର୍କେଟ ଛକରେ ସିଗ୍‌ନାଲ୍‌ ଭଙ୍ଗକୁ ନେଇ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଜଣଙ୍କ ପ୍ରତିବାଦ କରିବାରୁ ଡାକ୍ତରାଣୀ ଓ ତାଙ୍କ ଭାଇଙ୍କ ମଧ୍ୟରେ ମହିଳା ଟ୍ରାଫିକ କନଷ୍ଟେବଳଙ୍କ ସହ ପାଟିତୁଣ୍ଡ ହୋଇଥିଲା ଓ ପରେ ଡାକ୍ତରାଣୀ ଦେବଯାନୀ ଓ ତାଙ୍କ […]

author-image
Otv Khabar Bureau
ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ

Attacking Woman Constable

ପୁରୀ: ପୁରୀରେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ। ମାଡ଼ ମାରିଥିବା ଅନ୍ୟତମ ଅଭିଯୁକ୍ତ ଡାକ୍ତରାଣୀଙ୍କ ଭାଇଙ୍କୁ ଗିରଫ କରିଛି ପୋଲିସ।

Advertisment

ଅଭିଯୁକ୍ତ ଡାକ୍ତରାଣୀ ଜଣକ ଅସୁସ୍ଥ ହେବାଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ମାର୍କେଟ ଛକରେ ସିଗ୍‌ନାଲ୍‌ ଭଙ୍ଗକୁ ନେଇ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଜଣଙ୍କ ପ୍ରତିବାଦ କରିବାରୁ ଡାକ୍ତରାଣୀ ଓ ତାଙ୍କ ଭାଇଙ୍କ ମଧ୍ୟରେ ମହିଳା ଟ୍ରାଫିକ କନଷ୍ଟେବଳଙ୍କ ସହ ପାଟିତୁଣ୍ଡ ହୋଇଥିଲା ଓ ପରେ ଡାକ୍ତରାଣୀ ଦେବଯାନୀ ଓ ତାଙ୍କ ଭାଇ କନଷ୍ଟେବଳଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

Lady Constable Attacked Woman Constable Puri Odisha
Advertisment
Advertisment