ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସାମ୍ନାରେ କାମ କରିବା ହେତୁ ବେକ ଓ ପିଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଫଳରେ ଲୋକଙ୍କ ସର୍ଭାଇକଲ୍ ସମସ୍ୟା ବଢିବାରେ ଲାଗିଲା। ତେବେ ଏହି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଜୀବନଶୈଳୀରେ ଯୋଗାସନକୁ ସାମିଲ କରିବାକୁ ହେବ।