କେନ୍ଦ୍ର ସରକାର ଆଉ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ସାଧାରଣ ଜନତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏକ ସ୍ୱତନ୍ତ୍ର ସୁବିଧା ଆରମ୍ଭ କରିଛନ୍ତି। MyGov କହିଛି ଯେ ବର୍ତ୍ତମାନଠାରୁ ଆପଣ ହ୍ୱାଟସ୍ ଆପ୍ ମାଧ୍ୟମରେ MyGov ହେଲ୍ପଡେସ୍କରେ ଡିଜିଲକର୍ ସେବା ବ୍ୟବହାର କରିପାରିବେ।