• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Whatsapp Privacy Policy

whatsapp message
ହ୍ୱାଟସଆପ୍ ୟୁଜରଙ୍କୁ ୪୪୦ ଭୋଲ୍ଟ ଝଟକା : ଲୁଚି ଲୁଚି ଆପଣଙ୍କ ପ୍ରାଇଭେଟ୍ ମେସେଜ ପଢ଼ୁଛି ଫେସବୁକ୍ !

ହ୍ୱାଟସଆପରେ ଆପଣଙ୍କର ବ୍ୟକ୍ତିଗତ ମେସେଜ ଓ ଭିଡିଓ ସୁରକ୍ଷିତ କି ? ବାରମ୍ବାର ୟୁଜରଙ୍କ ମନରେ ଏହି ପ୍ରଶ୍ନ ଉଠେ । ତେବେ ଏନେଇ କମ୍ପାନୀ ଅନେକ ଥର ନିଜର ସ୍ପଷ୍ଟୀକରଣ ରଖିଛି । କମ୍ପାନୀ ନିଜେ ଚାହିଁଲେ ବି ୟୁଜରଙ୍କ ବ୍ୟକ୍ତିଗତ ମେସେଜ ପଢ଼ିପାରିବ ନାହିଁ ବୋଲି ଅନେକ ଥର କୁହାଯାଇଛି । କିନ୍ତୁ ନୂତନ ରିପୋର୍ଟ ଏପରି ଦାବିକୁ ଖଣ୍ଡନ କରୁଛି ।