ଯେଉଁ ପରିସ୍ଥତିରେ ତଳକୁ ଚାହିଁବା ମୁସ୍କିଲ୍, ଯେଉଁଠୁ ଜୀବନ ଫେରି ପାଇବା ପ୍ରାୟ ଅସମ୍ଭବ ତାହା ଏଠି ସମ୍ଭବ ହୋଇଛି। ୩୦୦ ଫୁଟ୍ ତଳୁ ଉଦ୍ଧାର ହେଲେ ଶ୍ରମିକ।