ହଁ ପାଠକ ବନ୍ଧୁ, ଆମେ କହୁଚୁ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀର ନନ୍ଦୀ ମହାରାଜଙ୍କ କଥା । ଦୀର୍ଘ ୧୪ ବର୍ଷ ହେଲାଣି ଏଠି ନନ୍ଦୀ ମହାରାଜ ରହି ଆସୁଥିଲେ। କଲୋନୀ ବାସିନ୍ଦା ତାକୁ ବହୁତ୍ ଭଲ ପାଉଥିଲେ ଏବଂ ଶ୍ରଦ୍ଧାରେ ତାକୁ ଡାକୁଥିଲେ ଧର୍ମରାଜ। କଲୋନୀ ବାସିନ୍ଦାଙ୍କ କହିବା ଅନୁସାରେ, ସକାଳୁ ସକାଳୁ ଯିଏ ତାଙ୍କ ଦର୍ଶନ କରି ତାଙ୍କ କାନରେ କିଛି କହୁଥିଲେ ତାଙ୍କ ମାନସିକ ପୁରା ହୋଇ ଯାଉଥିଲା।
ଷ୍ଟପେଜରେ ବସ୍ଟି ଅଟକିଥିଲା। ଯାତ୍ରୀମାନେ ବସରୁ ଓହ୍ଲାଉଥିଲେ। ଏହି ସମୟରେ ହଠାତ୍ ବସ୍ ଭିତରେ ଷଣ୍ଢ ପଶିଯାଇଥିଲା। ଷଣ୍ଢ ପଶିଗଲା, ଷଣ୍ଢ ପଶିଗଲା ବୋଲି ଜୋରରେ ଚିତ୍କାର କରିଥିଲେ ଲୋକେ।
ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଆପଣ ପଚାରିବେ ପ୍ରଶ୍ନ, ସବୁ ପ୍ରଶ୍ନର ଉତ୍ତର ଦେବ ଏଇ ଷଣ୍ଢ...ବିଶ୍ୱାସ ନହେଲେ ଦେଖନ୍ତୁ ଏହି ଭିଡିଓ.