ଯେତେବେଳେ ତାଙ୍କୁ କୋଡ଼ିଏ ବର୍ଷ ସେତେବେଳେ ତାଙ୍କର ଦୁଇ ଭାଇ ଯକ୍ଷ୍ମା ରୋଗରେ ପ୍ରାଣ ହରାଇଥିଲେ । ବେଲଙ୍କ ଶିକ୍ଷା ଘରେ ଆରମ୍ଭ ହୋଇଥିଲା । ବେଲ ପାଠପଢ଼ାରେ ବିଚକ୍ଷଣ ନଥିଲେ,କିନ୍ତୁ ସେ କମ ବୟସରୁ ହିଁ ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରୁଥିଲେ । ମାତ୍ର ୧୨ ବର୍ଷ ବୟସରେ ଘୂର୍ଣ୍ଣନ କରୁଥିବା ପେଡାଲ ଓ କଣ୍ଟାଯୁକ୍ତ ବ୍ରସର ଉଦ୍ଭାବନ କରିଥିଲେ । ଏହାଦ୍ୱାରା ଚାଷୀଭାଇଙ୍କୁ ସାହାଯ୍ୟ ମିଳିଥିଲା, ଗହମ ଦାନାରୁ କୁଟାକୁ ଶୀଘ୍ର ହଟାଇ ହେଉଥିଲା ।
ଟ୍ରାଇ ସୁପାରିଶ କରି କହିଛି, ଫିକ୍ସଡ ଲାଇନ୍ ଅର୍ଥାତ୍ ଲ୍ୟାଣ୍ଡ ଲାଇନରେ ନମ୍ବରିଂ ସିଷ୍ଟମକୁ ମୋବାଇଲ ଭଳି ୧୦ ଅଙ୍କ କରାଯିବାର ଆବଶ୍ୟକତା ରହିଛି ।