ଜଣେ ଯୁବତୀ ମା’ ହେବା ପରେ ଅନେକ ପ୍ରକାର ଶାରିରୀକ ସମସ୍ୟାକୁ ସମ୍ମୁଖିନ ହୋଇଥାଏ। ଏସବୁକୁ ନ ଜଗିଲେ ଜୀବନ ପ୍ରତି ବିପଦ ବଢିଯାଏ। ତେବେ ଆସନ୍ତୁ ଜାଣିବା କିପରି ନେବେ ଜଣେ ମା’ର ଯତ୍ନ।