• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Date

World Thinking Day 2025 history significance importance
World Thinking Day 2025: ଝିଅମାନଙ୍କୁ ମୁକ୍ତ ମତାମତ ପ୍ରକାଶ କରିବାର ସୁଯୋଗ ଦିଏ ‘ବିଶ୍ୱ ଚିନ୍ତନ ଦିବସ’

ପ୍ରତିବର୍ଷ ୨୨ ଫେବୃଆରୀରେ ସମସ୍ତ ଗର୍ଲ ସ୍କାଉଟ୍, ଗାର୍ଲ ଗାଇଡ୍ ଏବଂ ବିଶ୍ୱର ଅନ୍ୟ ବାଳିକା ଗୋଷ୍ଠୀ ଦ୍ୱାରା ‘ବିଶ୍ୱ ଚିନ୍ତନ ଦିବସ’ ପାଳନ କରାଯାଏ। ଆସନ୍ତୁ ଜାଣିବା ଏହାର ଇତିହାସ ଓ ଉଦ୍ଦେଶ୍ୟ କ’ଣ।

History why we celebrate april fool day
April Fool Day: ଏପ୍ରିଲ୍ ଫୁଲ୍ ଦିବସ ଏହି ଦେଶରୁ ହୋଇଥିଲା ଆରମ୍ଭ; ଜାଣନ୍ତୁ କାରଣ…

ଆଜି ଥଟ୍ଟା ପରିହାସର ଦିନ, ଏପ୍ରିଲ୍ ଫୁଲ୍‌ର ଦିନ। ଅନ୍ୟକୁ ବୋକା ବନେଇ ମଜ୍ଜା ନେବାର ଦିନ। ସାଙ୍ଗ ସାଥୀ ହୁଅନ୍ତୁ ବା କେହି ଅନ୍ତରଙ୍ଗ ଲୋକଙ୍କୁ ମିଛ କହି ବୋକା କଲା ପରେ ଚିଲ୍ଲେଇକି ଏପ୍ରିଲ୍ ଫୁଲ୍ କହିବାର ମଜ୍ଜା ନିଆରା। ତେବେ ଏହି ଦିନ କେବେଠାରୁ ଆରମ୍ଭ ହେଲା ଓ କେଉଁଠି ପ୍ରଥମ ପାଳନ ହେଲା ଆସନ୍ତୁ ଜାଣିବା।