• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sitala Sasthi

Akshaya Tritiya
ଅକ୍ଷୟ ତୃତୀୟା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର; ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ

ଆଜିଠୁ ୨୧ ଦିନ ଧରି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ହେବ। ସେହିପରି ଉତ୍କଳୀୟ ପରମ୍ପରା ଅନୁଯାୟୀ ଗାଁ ଗହଳିରେ ଆଜି ଅକ୍ଷିମୁଠି ଅନୁକୁଳ କରାଯିବାର ବିଧି ରହିଛି।

sitala sasthi Festival
କାହିଁକି ଜନ୍ମ ଜନ୍ମର ସାଥୀ ହେଲେ ଶିବ-ପାର୍ବତୀ ?

ଭଗବାନ ଓ ଶିବ ଏକ ଓ ଅଭିନ୍ନ। ଶ୍ରୀମନ୍ଦିରରେ ହରିହର ଉପାସନା ପଦ୍ଧତି ରହିଛି।

Sitala Sasthi
ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର; ବାହାରିଲା ଶୋଭାଯାତ୍ରା, ସର୍ଗିପତ୍ର ଦେଇ କନ୍ୟାପକ୍ଷଙ୍କ ସହ ହେଲା ନିର୍ବନ୍ଧ

ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟା ଖୋଜା ଯାଇଥିଲା । ବାଜା ବାଣ ରୋଷଣୀ ସହ କନ୍ୟାପିତାଙ୍କ ଘର ଅଭିମୁଖେ ବାହାରିଥିଲା ଶୋଭାଯାତ୍ରା ।