ଟିଭି ଏବଂ ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଶ୍ୱେତା ତିୱାରୀ ଇନ୍ଷ୍ଟାଗ୍ରାମରେ ତାଙ୍କର ଦମଦାର ଫଟୋ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ପାଗଳ କରିଥା’ନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍ନେଟ୍ରେ ଆସିବା ମାତ୍ରେ ଏକ ଚହଳ ପକାଇ ଦିଏ ଆଉ ଯୁବପିଢିଙ୍କ ନିଦ ହଜେଇଦିଏ।
ପଲକ ତିୱାରୀ କିଛି ଦିନ ହେବ ଡେଟିଂ ଗୁଜବ ପାଇଁ ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ପଲକ ତିୱାରୀଙ୍କ ମା’ ଶ୍ୱେତା ତିୱାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।
ବୋଲ୍ଡ ଏବଂ ହଟ୍ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ସୋସିଆଲ ମିଡିଆରେ ତାଙ୍କର ଆକର୍ଷଣୀୟ ଲୁକର ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାରେ ରହିବାର କଳା ଜାଣନ୍ତି। ସୋସିଆଲ୍ ମିଡିଆରେ ପଡିବା ମାତ୍ରେ ତାଙ୍କର ବୋଲ୍ଡ ଲୁକ୍ ଭାଇରାଲ୍ ହେବାକୁ ଲାଗେ। ବର୍ତ୍ତମାନ ଏହି ଅଭିନେତ୍ରୀ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଲାଟେଷ୍ଟ୍ ଫଟୋକୁ ନେଇ ପ୍ରଶଂସା ପାଉଛନ୍ତି।
ଜଣାଶୁଣା ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରନ୍ତି। କେବେ ନିଜ ଅଭିନୟ ଚରିତ୍ରକୁ ନେଇ ତ ପୁଣି କେବେ ନିଜ ପୋଷ୍ଟକୁ ନେଇ। ଏବେ ଶ୍ୱେତା ତିୱାରୀ ତାଙ୍କର କିଛି ଫଟୋକୁ ଧଳା-କଳା ଆଉଟ୍ ଫିଟ୍ରେ ଶେୟାର କରିଛନ୍ତି। ଏହାକୁ ଦେଖି ଆପଣ ବି ତାଙ୍କୁ ପ୍ରଶଂସା କରିବେ।