ପୌଷ୍ଟିକ ଖାଦ୍ୟ ଖାଇବାକୁ ନ ମିଳିଲେ ଆପଣ ଅତ୍ୟଧିକ ବ୍ୟତିବ୍ୟସ୍ତ ଓ ବିବ୍ରତ ହୋଇପଡୁଛନ୍ତି କି? ପତ୍ରିକା ଓ ସୋସିଆଲ୍ ମିଡିଆରେ ସୁସ୍ଥ ଖାଦ୍ୟ ସମ୍ପର୍କିତ ଲେଖା ଓ ପୋଷ୍ଟ୍କୁ ପଢିବାକୁ ବ୍ୟାକୁଳ ହେଉଛନ୍ତି କି? ତେବେ ସାବଧାନ!