• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Assembly

Monsoon session of Odisha Legislative Assembly begins
ଗୃହରେ ପର୍ଯ୍ୟଟନ କ୍ଷେତ୍ରକୁନେଇ ସରଗରମ ଆଲୋଚନା; ପ୍ରସଙ୍ଗ ଉଠାଇଲେ ଶାସକ ଦଳ ବିଧାୟକ

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ: ପ୍ରଶ୍ନକାଳରେ ପର୍ଯ୍ୟଟନ କ୍ଷେତ୍ରକୁନେଇ ଆଲୋଚନା ସରଗରମ ହୋଇଛି ।

assembly session
ଆଜିଠୁ ହୁଲସ୍ତୁଲ ହେବ ଗୃହ : ପ୍ରସଙ୍ଗ ହେବ ଆଇନ ଶୃଙ୍ଖଳା, ହାତୀ ମୃତ୍ୟୁ, ଚାଷୀ ସମସ୍ୟା

ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କହିଛି ବିଜେଡି

Odisha Assembly
୬ ଘଣ୍ଟା ଚାଲିବ ଗୃହ କାର୍ଯ୍ୟ : ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ

ଅପରାହ୍ନ ଅଧିବେଶନ ଘଣ୍ଟାଏ ବଢ଼ି ୪ଟାରୁ ୭ଟା ପର୍ଯ୍ୟନ୍ତ ଚାଲିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

Special story
BREAKING : ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ

ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି ।

Mohan Majhi demand entry of journalists into Lok Seva Bhavan
କାହିଁକି ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛଡ଼ା ଯାଉନାହିଁ ? କ’ଣ ଲୁଚାଉଛନ୍ତି କି ରାଜ୍ୟ ସରକାର ?

ବିଧାନସଭାର ପ୍ରେସ୍ ଲାଉଞ୍ଜ ଓ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛଡ଼ା ଯାଉନଥିବାରୁ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। କେଉଁ କଥା ଲୁଚାଇବାକୁ ସରକାର ସାମ୍ବାଦିକଙ୍କୁ ଆସିବାକୁ ଦେଉନାହାନ୍ତି ବୋଲି ମୋହନ ମାଝୀ ପ୍ରଶ୍ନ କରିଛନ୍ତି।

BJD MLA Soumya Patnaik Targets Odisha Govt.
5T ଓ ‘ମୋ’ ସରକାରକୁ ତେରଛା ବାଣ ମାରିଲେ ବିଧାୟକ ସୌମ୍ୟ ପଟ୍ଟନାୟକ

ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କ 5-T ଓ ମୋ ସରକାର ବ୍ୟବସ୍ଥାକୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତେରଛା ବାଣ ମାରିଛନ୍ତି। 5-T ଦ୍ୱାରା ସରକାରୀ ବିଭାଗ ଗୁଡ଼ିକରେ ଜାତିଭେଦ ସୃଷ୍ଟି ହେଉଥିବା ଗୃହରେ ସୌମ୍ୟ କହିଛନ୍ତି।

Farmers Income In Odisha
ରାଜ୍ୟରେ ୬ ବର୍ଷ ମଧ୍ୟରେ କୃଷକଙ୍କ ମାସିକ ଆୟ ମାତ୍ର ୧୩୬ ଟଙ୍କା ବୃଦ୍ଧି

ରାଜ୍ୟରେ ୬ ବର୍ଷ ଭିତରେ କୃଷକଙ୍କ ମାସିକ ଆୟ ମାତ୍ର ୧୩୬ ଟଙ୍କା ବଢ଼ିଛି।  ୨୦୧୨ରୁ ୨୦୧୮ ମଧ୍ୟରେ ରାଜ୍ୟର ଚାଷୀର ମାସିକ ଆୟ ୧୩୬ ଟଙ୍କା ବଢ଼ିଛି।

BJP, BJD Face Off In Odisha Assembly
ବିଜେପି ବିଧାୟକଙ୍କ ମନ୍ତବ୍ୟ- ‘ମା’-ଭଉଣୀ ଦିଗହରା’

ବିଧାନସଭାରେ ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ମନ୍ତବ୍ୟକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ତୁରନ୍ତ ଭାସ୍କର ଏଥିପ୍ରତି କ୍ଷମା ମାଗନ୍ତୁ ଓ ଗୃହରେ ଦେଇଥିବା ମନ୍ତବ୍ୟକୁ ଫେରାନ୍ତୁ ବୋଲି  ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

Dibyashankar Mishra
ଗୃହରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଉତ୍ତର ପରେ ଘେରିଲେ ବିରୋଧି

ଗୃହ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ । ବାହାରେ ଧାରଣା । ରାଜପାଳଙ୍କୁ ଫେରାଦ । ଯେଉଁ ଝଡ଼ ଗଲା ବିଧାନସଭା ଅଧିବେଶନକୁ ଧୋଇ ଦେଇଥିଲା, ସେ ଝଡ଼ ଆଜି ବି ବହିଲା ।

Dibyashankar Mishra
କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ବିଧାନସଭାରେ ପୁଣି ଝଡ଼, ଗୃହ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ

କଂଗ୍ରେସ ପ୍ରଶ୍ନ କରିଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ମମିତା ମେହେର, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତାଙ୍କ ମା ଆଣିଥିବା ଅଭିଯୋଗ ଅନୁସାରେ ସଂପୃକ୍ତିର ଅଭିଯୋଗ ଥିବାରୁ ଆଇନ୍‌ଶୃଙ୍ଖଳା ପ୍ରସଙ୍ଗରେ ସେ କିଭଳି ଉତ୍ତର ରଖିବେ ?

Congress MLAs create ruckus in Assembly
ବିଧାନସଭାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉତ୍ତରକୁ ବିରୋଧ, ଧାରଣା ଦେଲେ କଂଗ୍ରେସ ବିଧାୟକ

ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଂଗ୍ରେସର ବିରୋଧ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଅଭିଯୋଗ ଥିବାରୁ ସେ ଆସି ଗୃହରେ ଉତ୍ତର ରଖିବାରୁ କଂଗ୍ରେସ ବିରୋଧ ପ୍ରଦର୍ଶନ ସହ ହଟ୍ଟଗୋଳ କରିଛି।

Odisha Assembly
୨୦୨୧-୨୨ ବର୍ଷ ପାଇଁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ଅଭିବୃଦ୍ଧି ହାର ୧୦.୧% ଆକଳନ

ଆଜି ଆସିବ କାମ ଚଳା ବଜେଟ୍। ଏହା ପୂର୍ବରୁ ଗତକାଲି ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧% ରହିବା ନେଇ ଆକଳନ କରାଯାଇଛି।

drinking water Project Issue Heats Up Odisha Assembly
ଗୃହରେ ପାନୀୟ ଜଳ ପ୍ରସଙ୍ଗରେ ଉଦବେଗ

ପାନୀୟ ଜଳ ପ୍ରକଳ୍ପ ବିଳମ୍ବ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ଗୃହରେ ଉଠିଲା ପିଇବା ପାଣି ପ୍ରସଙ୍ଗ ।

Odisha Assembly
ଓଡ଼ିଶାର ପ୍ରାୟ ୩.୨୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉପକୃତ ହେବେ: ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ଉଦ୍ଦେଶ୍ୟରେ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ ।

Cameraman Manas Swain Murder Case
ବିଧାନସଭାରେ ଉଠିଲା ମାନସ ସ୍ୱାଇଁ ହତ୍ୟା ମାମଲା

ବିଧାନସଭାରେ ମାନସ ସ୍ୱାଇଁ ହତ୍ୟା ମାମଲା ପ୍ରସଙ୍ଗ ଉଠିଛି। ଆଜି ଏହି ପ୍ରସଙ୍ଗ ଉଠାଇ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କୁ ଘେରିଛନ୍ତି। 

assembly odisha
କରୋନା କଟକଣା ଭିତରେ ୨୫ରୁ ବିଧାନସଭା ଅଧିବେଶନ

୩୦ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

News Fuse | Poster Making Competition In Odisha Assembly
ମନ୍ତ୍ରୀଙ୍କ ମୁଣ୍ଡରେ ଶିଙ୍ଗ

ଇଲୋ ବୋଉ ! ହଇରେ ନାରଣ ଇଏ କି ଦୃଶ୍ୟ। ଆମ ପାପୁଲି ଦଳିଆ ନେତାଏ ଭଲ ଛିଣ୍ଡେଇ ଛିଣ୍ଡେଇ କବିତା ସବୁ ଲେଖିଛନ୍ତି। ଚାଲୁନ ଟିକେ ପଢ଼ିବା।

News Fuse | Congress Press Conference On Mamita Murder Case, Din In Odisha Assembly
ସବୁ ଖବର ତାରା ବାହିନୀପତିଙ୍କ ପାଖରେ, କିଏ କଣ...

କଂଗ୍ରେସରେ ଚଉକି ଗଣାଚାଲିଛି । ଯାହା ହେଲେ ବି ବିଳମ୍ୱ । ଜୁନିୟରଙ୍କୁ ସ୍କୋପ୍ ମିଳିବ କି ? ସବୁ ଜାଣିଛନ୍ତି ତାରା ବାବୁ । ଠିକ୍ ସମୟରେ ଗର୍ଜନ କରିବେ ।

BJP Yuva Morcha Plans To Gherao Odisha Assembly Over Mamita Murder Case
'କଥାରେ ନୁହେଁ କାମରେ କରି ଦେଖାଅ'

ମମିତା ମେହେର ପ୍ରସଙ୍ଗରେ ଆଜି ବିଜେପି ଯୁବ ମୋର୍ଚ୍ଚାର ଧାରଣା । ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା ।

Puri RatnaBhandar
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗ: ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିରୋଧାଭାସ

ଭିତର ରତ୍ନଭଣ୍ଡାର ୧୯୮୫ରେ ଶେଷଥର ପାଇଁ ଖୋଲା ହୋଇଥିବା ବେଳେ ଦୀର୍ଘ ୩୬ ବର୍ଷ ହେବ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ।

Odisha Assembly
ନବୀନଙ୍କୁ ଧୃତରାଷ୍ଟ୍ର ଓ ଦିବ୍ୟଶଙ୍କର ଦୁର୍ଯ୍ୟୋଧନ

ମମିତା ମାମଲାରେ ଆସମ୍ଲିରେ ଜାରି ରହିଛି ପଲିଟିକାଲ ହାଇଡ୍ରାମାI ନବୀନଙ୍କୁ ଧୃତରାଷ୍ଟ୍ର ଓ ଦିବ୍ୟଶଙ୍କରଙ୍କୁ ଦୁର୍ଯ୍ୟଧନ ଦର୍ଶାଇଲା ବିଜେପି I ଘଣ୍ଟ ପିଟି ଚେତାଇବାକୁ ଚେଷ୍ଟାକଲେ ବିଜେପି ସଦସ୍ୟ I ଦୁର୍ଗା ରୂପରେ ମମିତାଙ୍କୁ ଚିତ୍ରଣ କରି କଂଗ୍ରେସର ବିଧାନସଭା ପରିକ୍ରମା I ବିରୋଧୀ ସଦସ୍ୟ ଙ୍କ ଉପରେ ବିଜେଡି ଛିଞ୍ଚିଲା ଜଗନ୍ନାଥଙ୍କ ଜଳ I

Odisha Assembly
ମୁଖ୍ୟମନ୍ତ୍ରୀଙ୍କୁ ମହାଭାରତର କୌରବ ସଜେଇଲା ବିଜେପି

ବିଜେଡି କହୁଛି ବିରୋଧୀ ଦଳ ଡ୍ରାମା କରୁଛନ୍ତି, କିନ୍ତୁ ଠିକ୍ ଓଲଟା। ତାଙ୍କ ଦୃତରାଷ୍ଟ୍ର ନବୀନ ବାବୁ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି।

Deadlock In Odisha Assembly Over Mamita Murder Case Continues On Day 6, House Adjourned Till 4 PM
'ମହାପ୍ରଭୁ ଜଗନ୍ନାଥ ମୁଖ୍ୟମନ୍ତ୍ରୀଙ୍କୁ ସଦବୁଦ୍ଧି ଦିଅନ୍ତୁ'

ଗୋଟିଏ ଲୋକକୁ ବଞ୍ଚେଇବାକୁ ବିଧାନସଭାକୁ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ.. ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳୀ ପକେଇଦେଉଛନ୍ତି.. ଗୃହକୁ ଚଲେଇ ଦେଉନାହାନ୍ତି ଶାସକ ଦଳ..ଏହାର ପ୍ରତିବାଦ କରି ବିଜେପି ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ପଶିଛି..

BJD Stage Protest Against BJP Outside Odisha Assembly
ମହାପ୍ରଭୁ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ: ପ୍ରତାପ ଦେବ

୬ ଦିନ ହେଲାନି ଚାଲିପାରୁନି ବିଧାନସଭା ଗୃହ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ ବାରମ୍ବାର ମୁଲତବ ହେଉଛି । ତେଣୁ ବିଜେଡି ଆଜି ଗୃହରେ ଗଙ୍ଗାପାଣି ଛିଞ୍ଚିବା ସହ ଗାନ୍ଧି ମୂର୍ତ୍ତୀ ତଳେ ଧାରଣା ଦେଇଛି ।

Opposition MLAs Create Ruckus In Odisha Assembly
ଆଜି ବି ଚାଲିପାରିଲାନି ବିଧାନସଭା

ବିଧାନସଭା ଶୀତ ଅଧିବେଶନର ୬ଷ୍ଠ ଦିନରେ ବି ମୁଲତବୀ ହେଲା ଗୃହ.. ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହ ମୁଲତବୀ କଲେ ବାଚସ୍ପତି