ସେ ଥିଲେ ରାଜ୍ ପରିବାରର ଦାୟାଦ । ହେଲେ ରାଜନୀତିରେ ରହି ବି କେବେ ରଖି ନଥିଲେ ପଦ ଆଉ କ୍ଷମତାର ମୋହ । ଖଲ୍ଲିକୋଟର ରାଣୀ ଭାବେ ସମ୍ମାନ ଆଉ ସ୍ୱାଭିମାନର ଟେକ ରଖିଥିଲେ ବର୍ଷିୟାନ ରାଜନେତ୍ରୀ ଭି. ସୁଜ୍ଞାନ କୁମାରୀ ଦେଓ ।
୨୦୧୯ ବିଧାନସଭାର ଶେଷ ଅଧିବେଶନ। ହୁଏତ ଏହି ଅଧିବେଶନ କିଛି ନେତାଙ୍କ ପଲିଟିକାଲ୍ କ୍ୟାରିଅରର ଶେଷ ଅଧିବେଶନ ହୋଇପାରେ। ୧୯୭୭ ମସିହାରୁ ବିଧାନସଭାକୁ ଆସିଥିବା ୬ ଥରର ବିଧାୟକ ସୁରେଶ ରାଉତରାୟ।
ସାମ୍ବାଦିକଙ୍କ ମନା ଓଡ଼ିଶା ସରକାରଙ୍କ ଦୂଆର। କୋଭିଡ୍ କଟକଣା ଆଳରେ ପ୍ରାୟ 3 ବର୍ଷରୁ ଅଧିକ ହେବ ସାମ୍ବାଦିକଙ୍କୁ ଲୋକସେବା ଭବନ ବା ସଚିବାଳୟକୁ ପ୍ରବେଶ ନିଷିଦ୍ଧ ଥିବା ବେଳେ, ଏବେ ନୂଆ ଓ କାର୍ଯ୍ୟକ୍ରମକୁ ବି ଯାଇ ପାରୁନି ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ
ଗୃହରେ ଉଠିଲା ସାମ୍ବାଦିକ ଅଧିକାର ପ୍ରସଙ୍ଗ 'ଲୋକସେବା ଭବନରୁ ହଟୁ ସାମ୍ବାଦିକଙ୍କ ପ୍ରବେଶ କଟକଣା'..'ପ୍ରତିବନ୍ଧକ ହଟାଇ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରିର ବ୍ୟବସ୍ଥା କରନ୍ତୁ ସରକାର'।
ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ ।
ଗତକାଲି ସାମ୍ବାଦିକ ସମ୍ମିଳନୀ। ଆଉ ଆଜି ଗୃହ ଆରମ୍ଭରୁ ହଟ୍ଟଗୋଳ। ପରୀ ହତ୍ୟା ପ୍ରସଙ୍ଗରେ ବିଜେପି ବିରୋଧରେ ବିଜେଡିର ହଲ୍ଲାବୋଲ୍। ପରୀ ଘଟଣାକୁ ବିଜେପି ରାଜନୀତିକରଣ କରିଥିବା କହି, ଓଡ଼ିଶାବାସୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଦଳ ।
ପୋଡିୟମରେ ଚଢ଼ି ବାଚସ୍ପତିଙ୍କ ମାଇକ୍ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାଏକ।
ଶୂନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ । କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ଆସିପାରେ । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହରେ ଆଲୋଚନା ହେବ ।
ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରି ରାଜ୍ୟପାଳ କହିଛନ୍ତି, ୮ ଶହ କୋଟିରେ ପରିକ୍ରମା ପ୍ରକଳ୍ପ ହୋଇଛି, ଏହା ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ । ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଛି ।
ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତାର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି । ୫ଟି ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି ।
ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ, ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିବେ ।
ସରକାର ଆଦିବାସୀଙ୍କ ଜମି ପାଇଁ ଡହଳ ବିକଳ। ହେଲେ ଆଦିବାସୀଙ୍କ ବିକାଶକୁ ଅଣଦେଖା। ୫ ମାସରେ ୯ ଜୁଆଙ୍ଗ ଆଦିବାସୀଙ୍କର ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିସନ ରିପୋର୍ଟ ମାଗିଛି।
ନଭେମ୍ୱର ୨୨ ଦ୍ୱିତୀୟ ଦିନରେ ଆଦିବାସୀ ଜମି ହସ୍ତାନ୍ତର ସଂପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ କରି ବିରୋଧୀଙ୍କ ହଟଗୋଳ ଲାଗି ପୁରା ଦିନ ଧୋଇଯାଇଥିଲା । ନଭେମ୍ୱର ୨୩ ତୃତୀୟ ଦିନର ପ୍ରଥମାର୍ଦ୍ଧରେ ଅଚଳାବସ୍ଥା ଲାଗି ରହିଲା ।
ଆଜି ରାଜ୍ୟ କ୍ୟାବିନେଟ୍ । ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।
ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଚତୁର୍ଥ ଦିନ । ଗୃହରେ ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ବୟନ ଶିଳ୍ପ, ହସ୍ତତନ୍ତ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି ।
ଆଦିବାସୀଙ୍କ ଜମି ଅଧିକାର ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ମୋସନକୁ କାହିଁକି ଗ୍ରହଣ କରି ଆଲୋଚନା ହେଉନି, ସେନେଇ ପ୍ରତିବାଦ ଜଣାଇଥିଲେ । କଂଗ୍ରେସ ସଦସ୍ୟମାନେ ମଧ୍ୟ ଆଦିବାସୀ ଜମି ସଂକ୍ରାନ୍ତୀୟ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ବଦଳରେ ପ୍ରତ୍ୟାହାର ଓ ପେସା ଆଇନ୍ ଲାଗୁ କରିବାକୁ ଦାବି କରି ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି ଦେଇଥିଲେ ।
ରାଜ୍ୟରେ ୧୧ ହଜାର ୬୬୩ଟି ଦୁର୍ଘଟଣା ହୋଇଥିବାବେଳେ ୧୦ ହଜାର ୧୦୩ଜଣ ଆହତ ହୋଇଛନ୍ତି । ଖାଲି ଏତିକି ଯେ ତାହାନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୫୪ ହଜାର, ୭୯୦ ସଡକ ଦୁର୍ଘଟଣା ହୋଇଛି ବୋଲି ଗୃହରେ ବିବୃତି ରଖିଛନ୍ତି ମନ୍ତ୍ରୀ ।
ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳ । ପ୍ରଶ୍ନକାଳ ଅଚଳ ପରେ ଶୂନ୍ୟକାଳ ବି ଅଚଳ ହେଲା । ଏନେଇ ପୁଣି ସ୍ପଷ୍ଟୀକରଣ ଦେଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।
ନିର୍ଦ୍ୱନ୍ଦରେ ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କଲେ ବାଚସ୍ପତି ପ୍ରମିଳା ମଲିକ।
ଆଜିଠୁ ବିଧାନସଭାର ଶୀତ ଅଧିବେଶନ….କାଲି ବାଚସ୍ପତି ଡାକିଥିଲେ ସର୍ବଦଳୀୟ ବୈଠକ ….ସୁରୁଖୁରୁରେ ଗୃହ ପରିଚାଳନାକୁ ଗୁରୁତ୍ୱ ,….
ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି ।
ବିଜେଡି ଖେଳିଲା ଆଦିବାସୀ କାର୍ଡ । ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ନାମାଙ୍କନ ଦାଖଲ କଲେ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ । ସବୁ ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ବିଜେଡି, ଉପବାଚସ୍ପତି ପ୍ରାର୍ଥୀ ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରିଛି ।
ଆସନ୍ତାକାଲି ବିଧାନସଭା ଉପବାଚସ୍ପତି ନିର୍ବାଚନ....ଗତ ୮ତାରିଖରେ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ...
ଆଗକୁ ସାଧାରଣ ନିର୍ବାଚନ । ସରକାରୀ ଦଳର ଫୋକସ ଏବେ ସଂଗଠନ ଉପରେ । କାରଣ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ସଂଗଠନ ଦୁର୍ବଳ ହେବା କାରଣରୁ ସେ ଇସ୍ତଫା ଦେଇ ସଂଗଠନ ସଜାଡିବା କାମରେ ଲାଗିଛନ୍ତି ।