ଚଳଚ୍ଚିତ୍ର ତାରକାମାନେ ପ୍ରାୟତଃ ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରିବେଷଣ କରୁଥିବା ଦେଖାଯାଏ, କିନ୍ତୁ ଆପଣ ଜାଣନ୍ତି କି ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁରଙ୍କ ବିବାହରେ କେଉଁ ଷ୍ଟାର୍ଙ୍କୁ ବାର୍ ଆଟେଣ୍ଡାଣ୍ଟ୍ କରାଯାଇଥିଲା?
ଖୁସିରେ ଭୁଲ୍ କରିଦେଲେ ନୀତୁ କପୁର। ସୋସିଆଲ୍ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଦେଲେ ଯେ ପୁଅ ରଣବୀରଙ୍କର ସିକ୍ରେଟ୍ ପଦାରେ ପଡିଗଲା। ଜାଣନ୍ତୁ ସେ କ’ଣ ଭୁଲ୍ କଲେ।