ନିଜ ବୈବାହିକ ଜୀବନକୁ ନେଇ ମିସେଲ ଓବାମା ଏମିତି କହିଛନ୍ତି ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେବ। ସେ ତାଙ୍କ ସ୍ୱାମୀଙ୍କୁ ନିଜ ଘର ବୋଲି କହିଛନ୍ତି। ବୈବାହିକ ଜୀବନ ସୁରୁଖୁରୁରେ ଚାଲିବା ପାଇଁ ଦେଇଛନ୍ତି ଏମିତି ଉପଦେଶ।