ଭୁବନେଶ୍ୱର, କଟକରେ ଜନସାଧାରଣଙ୍କ ଯାତାୟାତକୁ ସରଳ ସୁବିଧା କରିବା ପାଇଁ ମେଟ୍ରୋ ସେବା ଆରମ୍ଭ କରିବା ଆବଶ୍ୟକ ରହିଛି ବୋଲି ସାଂସଦ ଅପରାଜିତା ମତବ୍ୟକ୍ତ କରିଛନ୍ତି।