ନିଟ୍ ପରୀକ୍ଷାରେ ଅନିୟମିତତା ନେଇ ସାରା ଦେଶରେ ଛାତ୍ର ପ୍ରତିବାଦ କରୁଥିବା ବେଳେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ମେଧାବୀ ନିଟ୍ ପରିକ୍ଷାର୍ଥୀ ମାନଙ୍କର ସ୍ୱାର୍ଥକୁ ଆଞ୍ଚ ଆଣିବାକୁ ଦିଆଯିବ ନାହିଁ ।
ନୂଆଦିଲ୍ଲୀ/ଭୁବନେଶ୍ୱର: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ସାରା ଦେଶରେ ଅନୁଷ୍ଠିତ ହେଉଛି ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ୍ ଏନଟ୍ରାନ୍ସ ଟେଷ୍ଟ ବା ନିଟ୍। ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆବେଦନକାରୀ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ସକାଳ ୭ଟା ୩୦ ମିନିଟ୍ରୁ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିଛନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍କୁ କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍ ଗେଜେଟ୍ସ୍, ବଲ୍ ପେନ୍, ଜୋତା, ବେଲ୍ଟ, କ୍ୟାପ୍, ଓ୍ୱାଲେଟ,ଅଳଙ୍କାର,ଚଷମା ତଥା ଖାଦ୍ୟସାମଗ୍ରୀ ନେବା ଉପରେ କଟକଣା […]