ବରିଷ୍ଠ ଅଭିନେତା ମୋହନଲାଲଙ୍କ ନେତୃତ୍ୱରେ ଏହି ସଂଗଠନ କାର୍ଯ୍ୟ କରୁଥିଲା। ସଂଗଠନର କିଛି କଳାକାରଙ୍କ ନାଁରେ ଏଭଳି ଅଭିଯୋଗ ପରେ, ମୋହନଲାଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।