ଡାକ୍ତର ଓ ହସ୍ପିଟାଲରେ କାମ କରୁଥିବା କିରାଣୀଙ୍କୁ ମାଓବାଦୀଙ୍କ ଧମକ। ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଡାକ୍ତର ସତ୍ୟରଞ୍ଜନ ଏବଂ କିରାଣୀ ଗୋବିନ୍ଦ ୫ ଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି।