• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Man Kills Son

Murder In Dhenkanal
Triple Murder: ରାତି ଅଧରେ ସ୍ୱାମୀ ବୁହାଇଲା ରକ୍ତର ନଦୀ; ସ୍ତ୍ରୀ, ପୁଅ ଓ ଶାଳୀକୁ ମାରିଦେଲା

ଶ୍ୱଶୁର ଘର ସମ୍ପତ୍ତି ଓ ଶାଳୀକୁ ପାଇବା ଆଶାରେ ରାତି ଅଧରେ ସ୍ୱାମୀ ବୁହାଇଲା ରକ୍ତର ନଦୀ । ପିଶାଚ ସାଜି ନିଜ ସ୍ତ୍ରୀ, ପୁଅ ଓ ଶାଳୀକୁ ଗୁଳି କଲା । ଜୀବନ ନଯିବା ଗୋଡ଼ାଇ ଗୋଡ଼ାଇ କାତିରେ ହାଣିଲା ।

Man Kills Son
ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା ବାପା, ମାଟି ଖୋଳିବା ପରେ ମିଳିଲା...

ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ବାପା। ମଦ୍ୟପ ପୁଅର ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବାପା ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ହତ୍ୟାକାରୀ ବାପା ଓ ତାଙ୍କର ଆଉ ୨ ପୁଅଙ୍କୁ ଅଟକ ରଖିଛି।