• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mamita Case

Mamita case
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା, ସିବିଆଇ ତଦନ୍ତ ପାଇଁ ଦାବି 

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି । ସିବିଆଇ ତଦନ୍ତ ପାଇଁ ଦାବି କଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ତଦନ୍ତ ଓ ଚାର୍ଜସିଟ୍ ସମ୍ବନ୍ଧରେ ଡିଜିପିଙ୍କ ପାଖରେ ସୂଚନା ନଥିବା କହିଛନ୍ତି ରେଖା ଶର୍ମା ।

Govind Sahoo
ପୋଲିସ୍ ହେପାଜତରୁ ଚମ୍ପଟ ଗୋବିନ୍ଦ ସାହୁ

ପୋଲିସ୍ ହେପାଜତରୁ ଚମ୍ପଟ ଗୋବିନ୍ଦ ସାହୁ,ବଲାଙ୍ଗିର ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା, ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ I ଗତକାଲି ରାତିରୁ ଟିଟିଲାଗଡ଼ ପୋଲିସ୍ ବ୍ୟାରେକରୁ ଫେରାର୍ ।