ସ୍ୱାସ୍ଥ୍ୟ ବିଭାଗର ନାଁ ନେଇ ଫୋନ୍ କରି ବିଶ୍ୱାସ ଜନ୍ମାଇଥିଲା ଠକ। ଅଙ୍ଗନବାଡ଼ି କର୍ମୀଙ୍କୁ ବି କନଫରେନସରେ ରଖିଥିଲେ। ଗର୍ଭବତୀ ମହିଳା ହୋଇଥିବାରୁ ମମତା ଯୋଜନାରେ ୧୧ ହଜାରରୁ ଅଧିକ ଟଙ୍କା ମିଳିବ ବୋଲି କହିଥିଲେ।