ଗତ ୪ ତାରିଖରେ ଅର୍ଥାତ ଶପଥ ନେବା ପୂର୍ବ ଦିନ ତିନି ନେତା ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେଠି କିଏ ମୁଖ୍ୟମନ୍ତ୍ରୀ ହେବ ପ୍ରଶ୍ନରେ ଏକ ଭିନ୍ନ ମାହୋଲ ସୃଷ୍ଟି ହୋଇଥିଲା ।
ଅଗଷ୍ଟ ୧୮ରେ ନୂଆ ନିୟମ ସମ୍ପର୍କରେ ବିଧିବଦ୍ଧ ଭାବରେ ନିର୍ଦ୍ଦେଶନାମା ଜାରି କରାଯିବ ।