ଡକାୟତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ ଦୁବୃର୍ତ୍ତ । ରାଜଧାନୀର ମଞ୍ଚେଶ୍ବର ଅଞ୍ଚଳରେ ହୋଇଥାଆନ୍ତା ବଡ଼ ଧରଣର ଡକାୟତି । ଠିକ୍ ସମୟରେ ପୋଲିସ ଆସି ଲୁଟ୍ ଉଦ୍ୟମ ପଣ୍ଡ କରିଛି । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ଗୁଳି, ଖଣ୍ଡା, କାର ଓ ବାଇକ୍ ଜବତ ହୋଇଛି ।