• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lok Sabha Speaker

Lokaabha Speaker
ଲୋକସଭାରେ ବାଚସ୍ପତି ନିର୍ବାଚନ ଜିତିଲେ ଓମ୍‌ ବିର୍ଲା

ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ନିର୍ବାଚନ ହୋଇଥିଲା। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ବାଚସ୍ପତି ନିର୍ବାଚନ ହୋଇଥିଲା।

Lok Sabha Speaker
ଦୀର୍ଘ ଦଶନ୍ଧି ପରେ ବାଚସ୍ପତି ନିର୍ବାଚନ; ମୁହାଁମୁହିଁ ହେବେ ଓମ୍‌ ବିର୍ଲା- କେ. ସୁରେଶ

ଏଥର ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏନଡିଏର ୨୯୩ ସାଂସଦ ଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟର ୨୩୪ ଜଣ ସାଂସଦ ଅଛନ୍ତି। ଆଜି ବାଚସ୍ପତି ନିର୍ବାଚନ ପରେ ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Lok Sabha Speaker
ଓମ୍‌ ବିର୍ଲା ନା କେ ସୁରେଶ...କିଏ ହେବେ ବାଚସ୍ପତି ? ଲାଗି ରହିଛି ସସପେସନ୍ସ

୧୮ ତମ ଲୋକସଭା ଅଧିବେଶନ କାଲିଠାରୁ ଆରମ୍ଭ ହେବ। ତେବେ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲା ।

Bhartruhari In Speaker Race
କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ?

ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ । ଆଜି ଏନଡିଏ ଘୋଷଣା କରିପାରେ ବାଚସ୍ପତି ପ୍ରାର୍ଥୀଙ୍କ ନାଁ । ତେବେ କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ? ବାଚସ୍ପତି ଆସନରେ ବସିବାକୁ, କାହାକୁ ବାଛିବ ଏନ୍ଡିଏ ? ଚର୍ଚ୍ଚାରେ ରହିଛି ୪ ବରିଷ୍ଠ ସାଂସଦଙ୍କ ନାଁ। ପୂର୍ବତନ ବାଚସ୍ପତି ଓମ୍ ବିର୍ଲା, ବର୍ତ୍ତମାନର କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି. ପୁରନ୍ଦେଶ୍ବରୀ। ଆଜି ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ...ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା ଚର୍ଚ୍ଚାରେ ଥିବା ଏହି ୪ ସମ୍ଭାବ୍ୟ ବାଚସ୍ପତି ପ୍ରାର୍ଥୀଙ୍କ ସଂପର୍କରେ।

NDA Meeting
ବାଚସ୍ପତି ପଦକୁ ନେଇ NDAର ମାନସ ମନ୍ଥନ, ରାଜନାଥ ସିଂଙ୍କ ଘରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଆସନ୍ତା ୨୬ ତାରିଖରେ ୧୮ ତମ ଲୋକସଭାର ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ, ଏହା ପୂର୍ବରୁ ନିଜର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସଂପର୍କରେ ଆଲୋଚନା କରିବାକୁ ଏହି ବୈଠକ ବସିଥିବା କୁହାଯାଉଛି।