ଆଜିର ବ୍ୟସ୍ତବହୁଳ ଦୁନିଆରେ ମଣିଷ ହସକୁ ପୂରା ଭୁଲିଯାଇଛି। କାହା ମୁହଁରେ ପ୍ରକୃତ ମନ ଖୋଲା ହସ ପ୍ରାୟ ଦେଖାଯାଉ ନାହିଁ। ତେଣୁ ସମସ୍ତେ ଅନ୍ୟକୁ ହସେଇବା ନେଇ ଚେଷ୍ଟା କରିବା ଦରକାର। ତେବେ ନିଜେ ହସିବା ସହ କାହାକୁ ହସେଇବାକୁ ହେଲେ କ’ଣ କରିବାକୁ ହୁଏ ଆସନ୍ତୁ ଜାଣିବା।
ଆପଣ ଖୁସିରେ ଥାଆନ୍ତୁ କି ଦୁଃଖରେ, ହସିବା କେବେ ହେଲେ ଛାଡନ୍ତୁ ନାହିଁ। କାରଣ ହସରେ ରହିଛି ଭରପୂର ଭିଟାମିନ୍ A B C D...