ଡାଇବେଟିସ୍ ମେଡିସିନ ଷ୍ଟ୍ରିପ ମାତ୍ର ୩୫ ଟଙ୍କା । ଗ୍ୟାଷ୍ଟ୍ରିକ ମେଡିସିନ ଷ୍ଟ୍ରିପ ମାତ୍ର ୧୨ ଟଙ୍କା । ବଜାରରେ ମିଳୁଥିବା ୧୩୦ ଟଙ୍କାର କ୍ୟାଲସିୟମ ଭିଟାମିନ ୮ ଟଙ୍କାରେ ମିଳୁଛି । ଏକ ଟଙ୍କାରେ ମିଳୁଛି ସାନିଟାରୀ ପ୍ୟାଡ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।