ରିପୋର୍ଟ ନେଗେଟିଭ୍ ଆସିଲେ ବି ଯାତ୍ରୀଙ୍କୁ ୭ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ । ଅଷ୍ଟମ ଦିନରେ ପୁଣି କୋଭିଡ୍ ଟେଷ୍ଟ୍ କରିବେ । ସେତେବେଳେ ମଧ୍ୟ ନେଗେଟିଭ୍ ଆସିଲେ ଆଉ ୭ ଦିନ ସେଲ୍ଫ ମନିଟରିଂ ବା ନିଜ ଅନୁଧ୍ୟାନରେ ରହିବେ