ଦିନ ହୋଇଗଲା ରାତି, ଚାହୁଁ ଚାହୁଁ ମାଡ଼ି ଆସିଲା ଲାଭା । ଜୀବନ ବଂଚାଇବା ପାଇଁ ଦୌଡ଼ୁଥିଲେ ଲୋକେ ଆଉ ଜୀବନ ନେବା ପାଇଁ ସତେ ଯେମିତି ଗୋଡ଼ାଉଥିଲା ଯମ ।
ହଠାତ୍ ଦିନରେ ଅନ୍ଧାର ଛାଇଗଲା । ଦେଖୁ ଦେଖୁ ମାଡିଆସିଲା ଉତ୍ତପ୍ତ ଲାଭା । ଲୋକ ଜୀବନ ବଂଚାଇ ଦୌଡିବାକୁ ଲାଗିଲେ । କେହି କିଛି ଭାବିବା ପୂର୍ବରୁ ଆରମ୍ଭ ହୋଇସାରିଥିଲା ଧ୍ୱଂସଲୀଳା ।