• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: India Barabati Odi

ବାରବାଟୀରେ ବିଦ୍ୟୁତ ବିଭ୍ରାଟ
Barabati Stadium: ବାରବାଟୀ ବିଦ୍ୟୁତ ବିଭ୍ରାଟ, ଦୋଷୀ କିଏ, ଡ୍ରାଇଭର ମୁଣ୍ଡରେ ଅଠା ?

ଏତେ ବଡ ଆୟୋଜନରେ ଜେନେରେଟର ପାଖରେ କାହିଁକି ନଥିଲା ଷ୍ଟାଣ୍ଡବାଏ ଜେନେରେଟର୍ । ତାହା ହିଁ ଏକ ବଡ଼ ପ୍ରଶ୍ନ । ଖେଳ ପୂର୍ବରୁ ବିଭିନ୍ନ କମିଟି ଗଠନ କରାଯାଇଛି । କମିଟିଗୁଡିକୁ ଭିନ୍ନ ଭିନ୍ନ କାମ ଦିଆଯାଇଛି । ଫ୍ଲଡଲାଇଟ୍ ଓ ବିଦ୍ୟୁତୀକରଣ ଦାୟିତ୍ୱରେ ମଧ୍ୟ ଏକ କମିଟି ରହିଛି । ଏହି କମିଟି ଖେଳ ପୂର୍ବରୁ କେବଳ ଲାଇଟ୍ ଜଳାଇ ଟେଷ୍ଟ କରିଥିଲା ନା ଅନ୍ୟାନ୍ୟ ବିଷୟର ବି ଯାଞ୍ଚ କରିଥିଲା ନା କର୍ମଚାରୀଙ୍କ ଉପରେ ସବୁ କିଛି ଛାଡି ଦେଇଥିଲା, ତାହା ସ୍ପଷ୍ଟ ହୋଇନାହିଁ । କେଉଁଠି ରହିଲା ଭୁଲ୍ ?