ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ୧୦ ଡିସିମିଲ୍ ଲେଖାଏଁ ଜମି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘୋଷଣା । ପୂରଣ ହେବ ଦୀର୍ଘ ବର୍ଷର ଦାବି ।
‘ହୀରାକୁଦ୍ ଡ୍ୟାମ କରିବେ କହି ଆମ ଭିଟାମାଟି ଛଡ଼େଇ ନେଲେ। ଆମ ଜମି ଛଡ଼େଇ ନେଲେ। ହେଲେ ଜମି ବଦଳରେ ଜମି କୁଆଡ଼େ ଗଲା? ଆମ ଘର ଡିହ କୁଆଡ଼େ ଗଲା?’