ମୃତ୍ୟୁ ଏମିତି ବି ଆଶେ ବୋଲି ଆପଣ ନଦେଖିଲେ ବିଶ୍ୱାସ କରିପାରିବେନି ।
ଆସନ୍ତା କାଲି ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବ୍ୟବସାୟ ଅନୁଷ୍ଠାନ ପର୍ଯ୍ୟନ୍ତ ସମସ୍ତେ କରିବେ ଗଜାନନଙ୍କ ପୂଜା। ଏନେଇ ସହର ଠାରୁ ବଜାର ଆଜିଠାରୁ ହୋଇପଡିଲାଣି ଚଳଚଞ୍ଚଳ। କାରିଗରମାନେ ମଧ୍ୟ ଗଣେଶ ମୂର୍ତ୍ତିର ଶେଷ ସ୍ପର୍ଶରେ ବ୍ୟକ୍ତ।