ଆପଣ ନିଶ୍ଚିତ ଭାବରେ ଟିଭିରେ କିମ୍ବା ବାସ୍ତବରେ ଏକ ଫ୍ୟାଶନ୍ ଶୋ’ ଦେଖିଥିବେ। ମଡେଲମାନେ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥିବା ବେଳେ, ସମସ୍ତଙ୍କ ମଧ୍ୟରେ କିନ୍ତୁ ଗୋଟିଏ ଜିନିଷ ସାଧାରଣ ଥାଏ, ତାହା ହେଉଛି ସେମାନଙ୍କ ମୁହଁର ଅଭିବ୍ୟକ୍ତି। ଆପଣ ଲକ୍ଷ୍ୟ କରିବେ ଯେ ରାମ୍ପ୍ ଚାଲୁଥିବା ପ୍ରାୟ ସମସ୍ତ ମଡେଲ୍ କେବେ ହସନ୍ତି ନାହିଁ। ଜାଣନ୍ତୁ ଏହା ପଛର କାରଣ କ’ଣ…