• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Farmers

Spiny Gourd
ନୂଆପଡ଼ାରେ କାଙ୍କଡ଼ର ଅଭାବୀ ବିକ୍ରି; ପରିବା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ପନିପରିବା ଚାଷୀଙ୍କୁ ମିଳୁନି ଉପଯୁକ୍ତ ଦର । ମିଳୁନି ବଜାର ସୁବିଧା, ସୁଲଭ ଦରରେ ବିକ୍ରି କରି ନ ପାରି ଶେଷରେ କ୍ଷତି ସହୁଛନ୍ତି ଚାଷୀ।

Spiny Gourd
ଚାଷୀ ତଣ୍ଟିରେ କାଙ୍କଡ଼ କଣ୍ଟା

ଲଟାରେ ଝୁଲିଛି କୁନି କୁନି ଦେଶୀ କାଙ୍କଡ। ଖାଇବାକୁ ଯେମିତି ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେମିତି ଉପକାରୀ। କାଙ୍କଡ ତୋଳି ବେପାରୀଙ୍କୁ ବିକ୍ରି କରୁଛି ଚାଷୀ। ଆଶା ରଖିଛି, କାଙ୍କଡ ଗୁଡିକୁ ଭଲ ଦରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିବ। ହେଲେ ତାକୁ ମିଳୁଛି ଧୋକା।

Scanty Rainfall
ଆକାଶରେ ବର୍ଷା ନାହିଁ

ଆକାଶରେ ବର୍ଷା ନାହିଁ କି କେନାଲରେ ପାଣି ଆସୁନି। ଚାଷ ଜମି ଫାଟି ଆଁ କରିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।ଏବର୍ଷ ଚାଷ କେମିତି ହେବ ସେନେଇ ଏବେ ତାଙ୍କୁ ଚିନ୍ତା ଘାରିଛି।ଏପରି ଅବସ୍ଥା ଏବେ ଜଗତସିଂହପୁର ଜିଲ୍ଲାର ଅନେକ ଚାଷୀଙ୍କର।

Farming
ନିଦ ହଜାଇଛି ନିଅଣ୍ଟିଆ ବର୍ଷା, କେମିତି ହେବ ଫସଲ ଚିନ୍ତାରେ ଚାଷୀ

ନିଅଣ୍ଟିଆ ବର୍ଷା, ଚାଷୀ ଚିନ୍ତାରେ । କିଭଳି ଚାଷ ବାସ କରିବେ ଆଶା ଆଶଙ୍କାରେ ରହିଛନ୍ତି ଚାଷୀ ।

Lack of Cold Storage
ଶୋଇଛି ଶୀତଳ ଭଣ୍ଡାର; ଅମଳ ବେଳେ ଅଭାବକୁ ନେଇ ଚିନ୍ତାରେ ଚାଷୀ...

ଯେଉଁ ପରିବାର ଦର ୩୦ରୁ ୪୦ ଟଙ୍କା ଥିଲା ତାହା ଏବେ ୮୦ରୁ ୧୦୦ ଟଙ୍କା। ଅମଳ ବେଳେ ଶୀତଳ ଭଣ୍ଡାର ଅଭାବରୁ ଅତିକଷ୍ଟରେ ଫଳାଇଥିବା ପନିପରିବାକୁ ଅତି ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଲା ଚାଷୀ।

Cashew Farming
ଲାଭ ଦାୟକ ଫସଲରୁ ମୁହଁ ମୋଡୁଛନ୍ତି ଚାଷୀ; କାଜୁ ଛାଡ଼ି କରୁଛନ୍ତି ମକା ଓ ପନି ପରିବା ଚାଷ 

ଯେଉଁଠି ଦିନେ କାଜୁ ଫସଲ କରି ଭଲ ଦି ପଇସା ରୋଜଗାର କରୁଥିଲେ ଚାଷୀ , ଆଜି ସେଠି କଟା ହୋଇ ପଡି ରହିଛି ଶହ ଶହ କାଜୁ ଗଛ । ଉଚିତ ମୂଲ୍ୟ ମିଳୁନଥିବାରୁ ମକା ଓ ପନି ପରିବା ପ୍ରତି ଆକୃଷ୍ଠ ।

Check Dam
ଚେକ୍ ଡ୍ୟାମରେ ଅବ୍ୟବସ୍ଥା, ଚାଷୀ ନିରାଶ; ନିର୍ମାଣରେ ଅନିୟମିତତା ପାଇଁ ଜମିକୁ ମିଳୁନି ପାଣି

ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଲା ଚେକ୍ ଡ୍ୟାମ୍ ।

PM Kisan Nidhi Yojana
ଆଜି ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା

ଆଜି ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା

farmers suffer loss
ଦାଉ ସାଧିଲା କାଳବୈଶାଖୀ

ମୁଣ୍ତଝାଳ ତୁଣ୍ତରେ ମାରି ଫସଲ ଫଳାଇଥିଲୁ। ଫସଲ ବି ଏଥର ଭଲ ହୋଇଥିଲା। କାଳବେଶାଖୀ ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ସବୁ ପରିବା ଚାଷ ଉଜାଡି ଯାଇଥିବା କୋହଭରା କଣ୍ଠରେ କହିଛନ୍ତି ଭଦ୍ରକ ବାସୁଦେବପୁର ଅଞ୍ଚଳର ପରିବାଚାଷୀ...

Farmers
ମହିଳା ଚାଷୀଙ୍କ ଚମତ୍କାର, ବିନା ସରକାରୀ ସହାୟତାରେ କ୍ଷେତରେ ଫଳାଇଲେ ସୁନାର ଫସଲ

କ୍ଷେତରେ ହସୁଛି ସୂର୍ଯ୍ୟମୁଖୀ । ବସନ୍ତ ବାଆରେ ଯେମିତି ଦୋଳି ଖେଳୁଛି ସୁନେଲି ସୂର୍ଯ୍ୟମୁଖୀ । ଆଉ ଏହି ସୂର୍ଯ୍ୟମୁଖୀ ଚାଷ କରି ଚାଷୀ ବି ହସୁଛି । ହଳଦୀ ଗୁରୁଗୁରୁ ଛନଛନିଆ ଗଛକୁ ଦେଖିଲେ ଯାହାର ବି ମନ ଲାଖିଯିବ ।

Farmer
ଜାତୀୟ ପତାକାକୁ ଅବମାନନା ଅଭିଯୋଗ, ୭୦୦ ରୁ ଊର୍ଦ୍ଧ୍ୱ ଚାଷୀଙ୍କ ନାଁରେ FIR

ଗତ ଜାନୁଆରୀ ୧୮ ରେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ପ୍ରାୟ ୭୪୬ କୃଷକ ଯାଇଥିଲେ । ବର୍ତ୍ତମାନ ସେ ସମସ୍ତ କୃଷକଙ୍କ ବିରୋଧରେ FIR ଦାଖଲ କରାଯାଇଛି ।

Bharat Bandh
ଫେବ୍ରୁଆରୀ ୧୬ ରେ ଭାରତ ବନ୍ଦ: ଜାଣନ୍ତୁ, କେଉଁ କେଉଁ କ୍ଷେତ୍ରରେ କ’ଣ ପଡ଼ିବ ପ୍ରଭାବ...

ଆସନ୍ତାକାଲି ଭାରତ ବନ୍ଦ । ପଞ୍ଜାବରୁ ଯାଉଥିବା ଶତାଧିକ ଚାଷୀଙ୍କୁ ଅମ୍ବାଲା ନିକଟ ହରିୟାଣା ସୀମାରେ ଅଟକାଇ ଦିଆଯାଇଥିବା ବେଳେ ଭାରତ ବନ୍ଦର ଡାକରା ଆସିଛି ।

Budget
ମୋଦି ସରକାରଙ୍କ ନିର୍ବାଚନୀ ବଜେଟ୍, ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ରର ଜୋର୍

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏଇ ବେଳାରେ ବିକଶିତ ଭାରତର ଲକ୍ଷ୍ୟ ନେଇ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ଯେଉଁଥିରେ ଗରିବ, ମହିଳା, ଯୁବକ ଓ ଅନ୍ନଦାତା ବା ଚାଷୀକୁ ପ୍ରାଧାନ୍ୟ ଦେଇ ଆୟବ୍ୟୟ ଅଟକଳ କରିଛନ୍ତି ।

Vegetable Loss
ନା ଉଜାଡିଲା ଅଦିନ ମେଘ; କିଆରିରେ ଥାଇ ସଢି ଯାଉଛି କଞ୍ଚା ପରିବା

ବିଲରେ ଥାଇ ପୋକ ଲାଗିଲାଣି । ପତ୍ର ହଳଦିଆ ପଡିଯାଉଛି ତ କୋବି କଳା ପଡ଼ି ଯାଉଛି । ୨ଟଙ୍କାରେ ବେପାରୀଙ୍କୁ ଯାଚିଲେ ବି ନେଉନାହାନ୍ତି । ସୋରଡ଼ା ବ୍ଲକର କୈଳାସପୁର, ମୂଳିଆପଲ୍ଲୀ, ହାତୀଗଡା ଓ ରାମଚନ୍ଦ୍ରପୁର ଭଳି ଅନେକ ଗାଁରେ ଏଥର ଭଲ ଫୁଲକୋବି ଫଳିଥିଲା, କିନ୍ତୁ ଅଦିନିଆ ବର୍ଷା ସବୁ ଉଜାଡି ଦେଲା ।

Vegetable Loss
ଅଦିନ ମେଘ ଉଜାଡ଼ିଲା ଦାନା; ସଢି ଯାଉଛି କଞ୍ଚା ପରିବା, ଚାଷୀ ମୁଣ୍ଡରେ ଚଡ଼କ

ବିଲରେ ଥାଇ ପୋକ ଲାଗିଲାଣି । ପତ୍ର ହଳଦିଆ ପଡିଯାଉଛି ତ କୋବି କଳା ପଡ଼ି ଯାଉଛି । ୨ଟଙ୍କାରେ ବେପାରୀଙ୍କୁ ଯାଚିଲେ ବି ନେଉନାହାନ୍ତି । ସୋରଡ଼ା ବ୍ଲକର କୈଳାସପୁର, ମୂଳିଆପଲ୍ଲୀ, ହାତୀଗଡା ଓ ରାମଚନ୍ଦ୍ରପୁର ଭଳି ଅନେକ ଗାଁରେ ଏଥର ଭଲ ଫୁଲକୋବି ଫଳିଥିଲା, କିନ୍ତୁ ଅଦିନିଆ ବର୍ଷା ସବୁ ଉଜାଡି ଦେଲା ।

Farmer
ଦିନେ ଦାଦନ ଖଟୁଥିଲେ, ଆଜି ସଫଳ କୃଷକ

ଦିନେ ସୁରଟରେ ରହି ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଆଜି ଜମିରେ ଫଳାଉଛନ୍ତି ସୁନାର ଫସଲ ।

Farmer Isuue
ରାଜ୍ୟପାଳଙ୍କ ନିକଟରେ ଚାଷୀଙ୍କ ଗୁହାରୀ, ଉଚିତ ମୂଲ୍ୟ ଦେବାକୁ ଅନୁରୋଧ

ରାଜ୍ୟପାଳଙ୍କ ଦରବାରରେ ଏଥର ଚାଷୀ ସମସ୍ୟା । ଚଷା ପୁଅ ବଖାଣିଲା ଧାନ ସଂଗ୍ରହର ଅବ୍ୟବସ୍ଥା । କିଭଳି ଧାନର ଅଭାବୀ ବିକ୍ରି ହେଉଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କଲା ଚାଷୀ ।

National Farmers Day
ଆଜି ଜାତୀୟ କୃଷକ ଦିବସ

ଆଜି ହେଉଛି ଜାତୀୟ କୃଷକ ଦିବସ । । ଫସଲଟିଏ ଉପୁଜାଇବା ପାଇଁ କୃଷକ କେତେ ହାଡ଼ଭଙ୍ଗା ପରିଶ୍ରମ କରେ । ମାଟିକାଦୁଅରେ ଲଟପଟ୍ ହୋଇ ନିଜ ପରିଶ୍ରମର ବୀଜ ବପନ କରେ । ଆଉ ସେହି ପରିଶ୍ରମରୁ ଜାତ ହୁଏ ସୁନାର ଫସଲ ।

Farmers
ଅମଳ ଅଧିକ, ବିକ୍ରି କରିବାକୁ ଟାର୍ଗେଟ କମ୍ ! କୋରାପୁଟ ଜିଲ୍ଲାରେ ହନ୍ତସନ୍ତ ଚାଷୀ

ଚାଷ ଆରମ୍ଭରୁ ବର୍ଷା ବିଳମ୍ବ କଲା, ଅମଳ ସମୟରେ ବର୍ଷା କାଳ ସାଜିଲା । ଆଉ ଏବେ ଅମଳ ଧାନ ବିକିବା ବେଳେ ବି ସମସ୍ୟା ପିଛା ଛାଡୁନି । ଭୁଲ ସାଟେଲାଇଟ୍ ସର୍ଭେ ଯୋଗୁ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି ।

Mandi issue haunts farmers in Balasore
ଖୋଲୁନି ମଣ୍ଡି; ଶାଗ ମାଛ ଦରରେ ବିକ୍ରି ହେଉଛି ବର୍ଷଯାକର ପରିଶ୍ରମ

ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ, ଖଇରା, ବାହାନଗା ଓ ଔପଦା ଅଞ୍ଚଳର ଚାଷୀମାନେ ଏବେ ଧାନ ବିକ୍ରିକୁ ନେଇ ଚିନ୍ତାରେ । କିଛି ଦିନ ପୂର୍ବରୁ ଧାନରେ ରୋଗ ପୋକ ଲାଗି ନଷ୍ଟ ହୋଇଥିଲା । ଆଉ ଯାହା ବାକି ରହିଥିଲା ତା’କୁ ଅମଳ ପରେ ଉଚିତ୍‌ ଦାମ୍‌ରେ ବିକ୍ରି କରିବାକୁ ଚାଷୀ ଆସାବାନ୍ଧି ରଖିଥିଲା ।

Mandi issue continues to haunt farmers in Odisha
ଚାଷୀଙ୍କ ପେଟରେ ଲାତ, ବେଆଇନ ଭାବେ ଧାନ କିଣୁଛନ୍ତି ମିଲର୍ସ

ବେଆଇନ ଭାବେ ମଣ୍ତି କିଣୁଛନ୍ତି ମିଲର୍ସ । ଅସାଧୁ ଉପାୟରେ ମିଲରେ ପଶୁଛି ଧାନ । ସବୁ ଜାଣି ଚୁପ ବସିଛି ଯୋଗାଣ ବିଭାଗ । ମିଲର୍ସ ବେପାରୀ ହେବେ ମାଲେମାଲ । ଚାଷୀ ହେବେ ହତାଶ ।

Farmer
୭୨ ବର୍ଷରେ ଥକି ନାହାନ୍ତି ଶଙ୍କର୍ଷଣ, ଟାଙ୍ଗରା ଭୂମିରେ ଫଳାଉଛନ୍ତି ପାମୋଲିନ୍

ଭଦ୍ରକ ଜିଲ୍ଲା ବାସୁଦେବପୁରର ଶଙ୍କର୍ଷଣ ମଲିକ। ବୟସ ହେଲାଣି ୭୨। କିନ୍ତୁ ସେ ବୟସକୁ ମାତ ଦେଇ ଆଗକୁ ଚାଲିଯାଇଛନ୍ତି। ନଦୀ ପଠା ବନ୍ୟା ପ୍ରପିଡୀତ ଟାଙ୍ଗରା ଭୂମିରେ ଫଳଉଛନ୍ତି ପାମୋଲିନ୍।

Ganjam kia farmor
ସଙ୍କଟରେ କିଆଫୁଲ ଶିଳ୍ପ; ବାହାର ରାଜ୍ୟ ବେପାରୀଙ୍କ ହାତମୁଠାରେ 'କିଆ' ବଜାର

ରାସ୍ତାର ଦୁଇ ଧାଡ଼ିରେ କିଆ ବଣ.. .ଆଉ ରାସ୍ତା ଉପରେ ମହମହ ବାସୁଥିବା କିଆଫୁଲର ବଜାର । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରଙ୍ଗେଇଲୁଣ୍ଡା, ଖଲ୍ଲିକୋଟ୍ ଓ ଚିକିଟିର ଜୁଆଡ଼େ ଯିବେ ଆଖିକୁ ଦିଶିଯିବ ଏମିତି କିଆ ବଣ । କିଛି ଆପେ ଉଠିଥାଏ, କିଛି ଚାଷ ହୁଏ ।

Ganjam kia farmor
ସଙ୍କଟରେ କିଆଫୁଲ ଶିଳ୍ପ; ବାହାର ରାଜ୍ୟ ବେପାରୀଙ୍କ ହାତମୁଠାରେ 'କିଆ' ବଜାର

ରାସ୍ତାର ଦୁଇ ଧାଡ଼ିରେ କିଆ ବଣ.. .ଆଉ ରାସ୍ତା ଉପରେ ମହମହ ବାସୁଥିବା କିଆଫୁଲର ବଜାର । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରଙ୍ଗେଇଲୁଣ୍ଡା, ଖଲ୍ଲିକୋଟ୍ ଓ ଚିକିଟିର ଜୁଆଡ଼େ ଯିବେ ଆଖିକୁ ଦିଶିଯିବ ଏମିତି କିଆ ବଣ । କିଛି ଆପେ ଉଠିଥାଏ, କିଛି ଚାଷ ହୁଏ ।

Elephant
ସାରା ରାତି ମଂଚା ଉପରେ ଢାଉଁ ଢାଉଁ...ନହେଲେ ସକାଳୁ ବିଲ ହେବ ପଡ଼ିଆ

ମାସ ସାରା ...ବର୍ଷ ସାରା...ମଂଚା ଉପରେ ବିତୁଛି ଜୀବନ । କି ଖରା କି ବର୍ଷା, ଢାଉଁ ଢାଉଁ ବାଜା ନବାଜିଲେ ସବୁ ଫସଲକୁ ଦଳିମକଚି ନଷ୍ଟ କରିଦେବେ ହାତୀ। ବାରମ୍ବାର ଗୁହାରି କରିବା ପରେ ବି ଶୁଣୁନି ପ୍ରଶାସନ