• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Family Welfare Director

corona vaccination
’ମନେ ପଡ଼ୁନି ଦ୍ୱିତୀୟ ଡୋଜ୍’

ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଭୁଲିଯାଉଛନ୍ତି ଲୋକେ । ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ୩ ମାସ ବ୍ୟବଧାନ ଯୋଗୁଁ ପ୍ରଥମର ଡୋଜ ଟିକା ନେବା ପରେ ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି । ସଠିକ୍ ସମୟରେ ଟିକା ନେବା ପାଇଁ ସେମାନଙ୍କ ପାଖକୁ SMS ପଠାଯାଉଛି । ୨୮ ପ୍ରତିଶତ ଲୋକଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖଯୋଦ୍ଧା ଯାଇ ଟିକାକରଣ କେନ୍ଦ୍ରକୁ ଆଣିବେ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।