ସମସ୍ୟାର ସମାଧାନ କରିବା ପାଇଁ ହଜାରେ ରାସ୍ତା ଥାଇପାରେ କିନ୍ତୁ ତା'ର ପ୍ରଥମ ଦରଜା ହେଉଛି ସେ ସମ୍ପର୍କରେ କାହା ନା କାହା ସହ ଆଲୋଚନା କରିବା ଓ ନିଜ ମନ ଖୋଲି ବିନା ଦ୍ୱିଧାରେ ସବୁ କଥା କହିଦେବା । କହିବା ଭିତରେ ଅଧା ସମସ୍ୟାର ସମାଧାନ ହୋଇଯାଏ । ବର୍ତ୍ତମାନ ସମୟରେ ଅନ୍ୟକୁ ଶୁଣିବା କାହିଁକି ଦରକାର, ଏହା ଦ୍ୱାରା କ'ଣ କ'ଣ ଲାଭ ହୁଏ ଓ ଏ ସମ୍ପର୍କରେ କେମିତି ସଚେତନତା ସୃଷ୍ଟି କରିହେବ ଜାଣିବା ପାଇଁ ପଢନ୍ତୁ ଆଜିର ଅଧ୍ୟାୟ ।
ଇମୋସନାଲ ଆଫେୟାର ପ୍ରକୃତରେ ଏକ ପ୍ରକାର ଅଣ-ଯୌନ ସମ୍ପର୍କ, ଯେଉଁଥିରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ସହିତ ଭାବନାତ୍ମକ ଭାବରେ ଜଡିତ ହେବାର ଅନୁଭବ କରିବା ଆରମ୍ଭ କରେ, ଯାହା ବନ୍ଧୁତ୍ୱରୁ ଆରମ୍ଭ ହୁଏ। ଏହା ନିଜ ବୈବାହିକ ଜୀବନକୁ ପ୍ରଭାବିତ କରେ।