ଦୁମ୍କାର ଅଙ୍କିତା ସିଂ ହତ୍ୟା ମାମଲାରେ ପୋକ୍ସୋ ଧାରା ଯୋଡ଼ା ଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହରୁଖ ଓ ତାର ସାଙ୍ଗ ନଇମ ଓରଫ ଛୋଟୁ ଉପରେ ପୋକ୍ସୋ ଆକ୍ଟର ଧାରା ଲାଗିଛି।