ରାଗିଯାଇ କନ୍ୟା ବରକୁ ଏକ ଶକ୍ତ ଚାପୁଡ଼ା ମାରିବା ସହ ଏପରି ମଦୁଆ ବ୍ୟକ୍ତିକୁ ବାହା ହେବାକୁ ରୋକ୍ଠୋକ୍ ମନା କରି ମଞ୍ଚ ଛାଡ଼ି ପଳାଇଥିଲା। ଏହାପରେ ଆରମ୍ଭ ହୋଇଗଲା ହଙ୍ଗାମା। ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।
‘ମଦୁଆ ବରକୁ ମୁଁ ବାହା ହେବିନି’ : ରୋକ୍ଠୋକ୍ ଶୁଣାଇଲେ କନ୍ୟା
ନିଜ ବରଯାତ୍ରୀରେ ମାତାଲ ହେଲା ବର । ସମୟ ଗଡ଼ିଯିବାରୁ ରାଗିଯାଇ କନ୍ୟାକୁ ଅନ୍ୟ ପୁଅ ସହ ବାହା କରିଦେଲେ କନ୍ୟାପକ୍ଷ ।