ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ଲାଗିରହିଛି। ଏହାର ପ୍ରଭାବ ସିଧାସଳଖ ଅଶୋଧିତ ତୈଳ ମୂଲ୍ୟ ଉପରେ ପଡିଛି। ଯାହ ଫଳରେ ତେଲ ବଜାରରେ ନିଆଁ ଲାଗିଛି।