• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chinese Military Equipment

 drone
ବନ୍ଧୁତ୍ୱର ଦ୍ୱାହି ଦେଉଥିବା ପାକିସ୍ତାନ ପାଇଲା ପାନେ : ଉଡ଼ିବା ଆଗରୁ ଖସିପଡ଼ୁଛି ଚୀନ୍ ଦେଇଥିବା ଡ୍ରୋନ୍

ବନ୍ଧୁ ନା ବଇରୀ ? ପାକିସ୍ତାନ୍ ସେନାକୁ ଚୀନ୍‌ର ପରିହାସ । ବର୍ତ୍ତମାନ ସମୟରେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହେବାର ଅନେକ ସମ୍ଭାବନା ରହିଛି । ବନ୍ଧୁତ୍ୱର ଦ୍ୱାହି ଦେଉଥିବା ପାକିସ୍ତାନକୁ ପାନେ ମିଳିଛି । ପାକିସ୍ତାନ ସେନାକୁ ଚୀନୀ ସେନାଙ୍କ ବଳକା ତଥା ଖରାପ ହୋଇସାରିଥିବା ସାମରିକ ଉପକରଣ ଦେବା ଏହାର ମୁଖ୍ୟ କାରଣ ହୋଇପାରେ । ପାକିସ୍ତାନୀ ସେନା ଚୀନ୍‌ରୁ କିଛି ଅତ୍ୟାଧୁନିକ ସାମରିକ ଅସ୍ତ୍ର ଆମଦାନୀ କରିଥିଲେ