କାଲି ଡାଲମିଆ ସିମେଣ୍ଟ କମ୍ପାନୀରେ ଷ୍ଟକ୍ ରଖାଯାଉଥିବା କୋଇଲା ହପର ଭୁଶୁଡ଼ି ପଡ଼ିଥିଲା । ଯାହାଫଳରେ ୩ ଜଣ ଶ୍ରମିକ କୋଇଲା ତଳେ ଚାପି ହୋଇ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।