ନୂଆ କ୍ଳାସ୍ ଆରମ୍ଭ ହେବାର ସପ୍ତାହେ ବିତିଲାଣି, ତଥାପି ପିଲାଙ୍କ ପାଖରେ ନାହିଁ ବହି । CBSE ଚତୁର୍ଥ, ପଞ୍ଚମ,ସପ୍ତମ ଏବଂ ଅଷ୍ଟମ ପିଲାଙ୍କ କ୍ଷେତ୍ରରେ ଦେଖାଦେଇଛି ଏଭଳି ସମସ୍ୟା ।
ବଦଳିଲା ସିବିଏସ୍ଇ ପାଠ୍ୟକ୍ରମ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଇତିହାସ ଏବଂ ରାଜନୈତିକ ବିଜ୍ଞାନର ପାଠ୍ୟକ୍ରମରେ ପ୍ରମୁଖ ପରିବର୍ତ୍ତନ କରାଯାଇଛି ।