• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Border Security Force

କ’ଣ ଏହି ଚିକେନ୍ ନେକ୍
Chicken Neck Corridor: ଚିକେନ ନେକ୍ କ’ଣ ? ଭାରତର କ୍ଷେତ୍ରୀୟ ସୁରକ୍ଷା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ସଂକୀର୍ଣ୍ଣ କରିଡର ?

ସିଲିଗୁଡ଼ି କରିଡରକୁ ଚିକେନ୍ ନେକ୍ କରିଡର ବୋଲି ମଧ୍ୟ କୁହାଯାଏ। ଏହି ଅଞ୍ଚଳ ୬୦ କିଲୋମିଟର ଲମ୍ବା ଏବଂ ପ୍ରାୟ ୨୨ କିଲୋମିଟର ଚଉଡ଼ା । ଏହା ଦେଶର ମୁଖ୍ୟଭୂମିକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସହିତ ସଂଯୋଗ କରେ । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ଏହି କରିଡର ଦେଇ ଯାଇଥାଏ । ଏହି କରିଡର କୁକୁଡ଼ାର ବେକ ପରି ପତଳା, ତେଣୁ ଏହାକୁ ଚିକେନ ନେକ କୁହାଯାଏ। ଏହି ଅଞ୍ଚଳକୁ ବହୁତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ।

IPS DS Kutey
IPS DS Kutey: ଆଶିଷଙ୍କ ପରେ କେନ୍ଦ୍ରୀୟ ଡେପୁଟେସନରେ IPS ଡି.ଏସ୍‌ କୁଟ୍ଟେ

କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଡି.ଏସ୍ କୁଟ୍ଟେ । ବିଏସ୍ଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ କୁଟ୍ଟେ । ଏବେ ସେ ଗୃହ ବିଭାଗର ଓଏସଡି ଅଛନ୍ତି ।