• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Blind Students

Blind Student
ପାଠପଢ଼ାରେ ବାଧକ ସାଜିଛି ଅର୍ଥ; କିଡନୀ ବିକି ସ୍ୱପ୍ନ ସାକାର କରିବେ ଦୃଷ୍ଟିବାଧିତ

ସୋନପୁର ଜିଲ୍ଲା ବୀରମହାରାଜପୁରର କୁଶ ଭାଇନା। ଜନ୍ମହେବା ପରେ ବାପା ମା’ଙ୍କୁ ହରାଇଛନ୍ତି। ୧୯ବର୍ଷ ବୟସରେ ସ୍ନାୟବିକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆବଶ୍ୟକୀୟ ଚିକିତ୍ସା କରାଇ ନପାରି ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି।

Special Story | Koraput Collector makes provision for computer training to blind students
କମ୍ପ୍ୟୁଟର ଦେଖିନାହାନ୍ତି କିନ୍ତୁ ଟାଇପ୍‌ କରିବାରେ ଏମାନେ ମାଷ୍ଟର....

ଆଖିକୁ ଦେଖାଯାଉନି, କମ୍ପ୍ୟୁଟରକୁ କେବେ ଦେଖିନାହାନ୍ତି। କିନ୍ତୁ ଟାଇପ୍‌ ଏମିତି କରୁଛନ୍ତି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ କେମିତି ଧଡାଧଡ୍‌ ଟାଇପ୍‌ କରୁଛନ୍ତି ଏଇ ଦୃଷ୍ଟିବାଧିତ ପିଲା...

Special Story - Man without sight repairs cycle
ଆଖିକୁ ଦେଖାଯାଉନି...ଅଣ୍ଡାଳି ଅଣ୍ଡାଳି ସଜାଡ଼ୁଛନ୍ତି ସାଇକେଲ୍‌....ଗୀତ ଏମିତି ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବେ...

ଆଖିକୁ ଜମାରୁ ଦେଖାଯାଉନି। କିନ୍ତୁ ନମ୍ବର ୱାନ ସାଇକେଲ୍ ମେକାନିକ୍‌। ନୂଆ ହେଉ କି ପୁରୁଣା...ସାଇକେଲ୍‌ ସଜାଡ଼ିବାରେ ସେ ମାହିର। ଆଉ ୟାଙ୍କ ସାଇକେଲ୍‌ ଦୋକାନକୁ ଯିଏ ଆସିଛି ସିଏ ସାଇକେଲ୍‌ ତ ସଜାଡ଼ିଛି ଆଉ ଦିଲ୍ଲୀପଙ୍କ ସୁମଧୁର ଭଜନ ଓ ଜଣାଣ ଶୁଣି ନିଜକୁ ଧନ୍ୟ ମନେ କରୁଛି...ଦେଖନ୍ତୁ କେମିତି ସାଇକେଲ ସଜାଡ଼ିବା ସହ ଗାଉଛନ୍ତି ଗୀତ ।