• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjd Mp Sasmit Patra

Manas Mangaraj
ବିଜେଡିରେ ଫାଟ: କିଏ କାହା ସହ କରିଥିଲେ ଡିଲ୍ ?

ରାଜ୍ୟସଭାରେ ୱାକଫ ବିଲ ସମର୍ଥନ ପଛରେ ଡିଲ କରିଛନ୍ତି ମାନସ ମଙ୍ଗରାଜ । ମଙ୍ଗରାଜଙ୍କ ବିରୁଦ୍ଧରେ ଏଭଳି ସାଂଘତିକ ଅଭିଯୋଗ ଆଣିଛନ୍ତି ଛାତ୍ର ଜନତା ଦଳର ସମ୍ପାଦକ ନୀଳମାଧବ ମହାନ୍ତି ।

BJD Leaders Slam MP Sasmit Patra for Voting in Favour of Waqf Bill
ଠାକୁର ଘରେ କିଏ, ନା ମୁଁ କଦଳୀ ଖାଇନି

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଜୋରଦାର ବିରୋଧ। ସେ ୱାକ୍‌ ଅଫ୍‌ ବିଲ୍ ସପକ୍ଷରେ  ଭୋଟ ଦେଇଥିବା ଲାଗି ତାଙ୍କୁ ବିଜେଡି ନେତାମାନେ ଜୋରଦାର ବିରୋଧ କରି ତାଙ୍କ ଉପରେ ବର୍ଷିଛନ୍ତି। 

Is BJD Making Party MP Sasmit Patra a Scapegoat?
ସାଂସଦ ସସ୍ମିତ ପାତ୍ରଙ୍କୁ ବଳିବୋଦା ସଜାଉଛି କି ବିଜେଡି ?

ସାଂସଦ ସସ୍ମିତ ପାତ୍ରଙ୍କୁ ବଳିବୋଦା ସଜାଉଛି କି ବିଜେଡି ? କାହିଁକିନା ୱକଫ୍ ବିଲକୁ ନେଇ ରାଜ୍ୟସଭାରେ ଫାଳ ଫାଳ ହୋଇଯାଇଥିବା ବିଜେଡି ଏପର୍ଯ୍ୟନ୍ତ ଅଫିସିଆଲ୍ ଷ୍ଟେଟମେଣ୍ଟ ଜାରି କରିନି। ତା ସତ୍ତ୍ବେ, ଜଣଙ୍କ ପରେ ଜଣେ ନେତା ସସ୍ମିତଙ୍କୁ ଘଟଣା ପାଇଁ ଭିଲିଆନ୍ ସଜେଇ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ନେଇ ସୃଷ୍ଟି ହୋଇଛି ଏଭଳି ସନ୍ଦେହ।

ଆଭିମୁଖ୍ୟ ବଦଳାଇଲା ବିଜେଡି ।
Waqf Amendment Bill: ୱକ୍‌ଫ ସଂଶୋଧନ ବିଲ୍: ଆଭିମୁଖ୍ୟ ବଦଳାଇଲା ବିଜେଡି, ବିବେକ ଅନୁସାରେ ଭୋଟ୍‌ ଦେବାକୁ ନିଷ୍ପତ୍ତି

ରାଜ୍ୟସଭାରେ ୱକ୍‌ଫ ସଂଶୋଧନ ବିଲ୍ ଆଲୋଚନା ବେଳେ ବିଜେଡି ସାଂସଦଙ୍କ ବିରୋଧପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେଡି ରାଜ୍ୟସଭାରେ ଭୋଟିଂ ସମୟରେ ବିପକ୍ଷରେ ଭୋଟ ଦେଉଛି କିମ୍ବା ଓ୍ବାକ୍ ଆଉଟ୍ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଥିଲା । କିନ୍ତୁ, ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସୂଚନା ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି ।

Tribal Land Sale Issue
ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗ: ରାଜ୍ୟସଭାରେ ଧର୍ମେନ୍ଦ୍ର - ସସ୍ମିତ ମୁହାଁମୁହିଁ

ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବା ବ୍ୟକ୍ତିଙ୍କ ପାଇଁ ଦିଲ୍ଲୀରୁ ରାଜ୍ୟକୁ ଚେତାବନୀ ଯିବା ଦରକାର ବୋଲି ଧର୍ମେନ୍ଦ୍ର କହିଥିଲେ। ତେବେ ଏହାକୁ ନେଇ ଗୃହରେ ଉପସ୍ଥିତ ଥିବା ବିଜେଡି ସାଂସଦ ସସ୍ମିତ ପାତ୍ର କଡ଼ା ପ୍ରତିକ୍ରିୟା ଦେଇଥିଲେ।