Advertisment

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ଆବୁ ଧାବି: ଚଳିତ ଆଇପିଏଲର ୩୯ତମ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଇଅନ୍ ମୋର୍ଗାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ  ଆରସିବି ପ୍ରଥମେ ବୋଲିଂ କରିବ। ଆଜିର ମ୍ୟାଚ୍‌ ପାଇଁ କୋଲକାତା ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଆନ୍ଦ୍ରେ ରସେଲଙ୍କ ସ୍ଥାନରେ ବାଣ୍ଟମଙ୍କୁ ସାମିଲ କରାଯାଇଥିବା ବେଳେ ଶିବମ ମାଭିଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା […]

author-image
Otv Khabar Bureau
ଅଦ୍ୟତନ ହୋଇଛି

ଆବୁ ଧାବି: ଚଳିତ ଆଇପିଏଲର ୩୯ତମ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଇଅନ୍ ମୋର୍ଗାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ  ଆରସିବି ପ୍ରଥମେ ବୋଲିଂ କରିବ।

Advertisment

ଆଜିର ମ୍ୟାଚ୍‌ ପାଇଁ କୋଲକାତା ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଆନ୍ଦ୍ରେ ରସେଲଙ୍କ ସ୍ଥାନରେ ବାଣ୍ଟମଙ୍କୁ ସାମିଲ କରାଯାଇଥିବା ବେଳେ ଶିବମ ମାଭିଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ଖେଳିବେ।

ସେହିପରି ଆର୍‌ସିବି ମଧ୍ୟ ଦଳରେ ସାମାନ୍ୟ ପରିବର୍ତ୍ତନ କରିଛି। ଏହି ମ୍ୟାଚ୍‌ରେ ଶାହବାଜ ନଦୀମଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସାମିଲ୍‌ କରିଛି ଦଳ।

Advertisment

ସାମ୍ଭାବ୍ୟ ଏକାଦଶ:

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ପକ୍ଷରୁ ଦେବଦତ୍ତ ପାଡିକଲ, ଆରୋନ ଫିଞ୍ଚ, ବିରାଟ କୋହଲି (କ୍ୟା), ଏବି ଡି ଭିଲିୟର୍ସ (କିପର), ଗୁରୁକେରାତ ସିଂ ମନ୍, ୱାଶିଂଟନ୍ ସୁନ୍ଦର, କ୍ରିସ୍ ମୋରିସ୍, ଇସୁରୁ ଉଦାନା, ମହମ୍ମଦ ସିରାଜ, ନବଦୀପ ସାଇନି, ୟୁଜଭେନ୍ଦ୍ର ଚହଲ ଖେଲିବେ।

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଶୁବମାନ ଗିଲ, ଟମ ବଣ୍ଟନ, ନୀତୀଶ ରାଣା, ଇଓନ ମୋର୍ଗାନ (କ୍ୟା), ଦୀନେଶ କାର୍ତ୍ତିକ (କିପର), ରାହୁଲ ତ୍ରିପାଠୀ, ପ୍ୟାଟ କମିନ୍ସ, ଲକି ଫର୍ଗୁସନ୍, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ବରୁଣ ଚକ୍ରବର୍ତ୍ତୀ ଖେଳିବେ।

Advertisment
Advertisment